Instructions for registration of new schools

  • All eligible schools need to visit the private School ManGo to the school rte121c-odi.in.agement Portal (http://164.100.141.211/pvtweb/Pages/index.aspx) and update all necessary information along with the UDISE code as asked in the portal.
  • Go to the school www.rteparadarshi.odisha.gov.in
  • After opening the website, go to registration and click ""School Registration"".
  • Fill out all the information carefully when the form opens and click on the ""Save and Next"" button.
  • After filling all the information, click the ""Submit"" button.
  • In the entry class, fill in the class which is being recognized for the school. Pre-primary or first class.
  • In the address page, you are from the urban or rural area, choose first and then according to your ward or village panchayat accordingly.
  • Select nearby wards or village panchayat at the time of selection, which are attached to your ward or village panchayat.
  • When filling the number of seats, fill in the total seats of your school entry class, 25% of your own will be able to see your calculating.
  • After registration, you will get a password on your mobile number and e-mail through which you can login to the portal in the future.
  • * Filling information in the areas engaged is mandatory.
  • Must comply compulsorily for admission to the selected private schools with the timeline mention in the circular for the academic year 2021-22

ବିଦ୍ୟାଳୟ ପଞ୍ଜିକରଣ ପାଇଁ ଅନୁଦେଶ

  • ସମସ୍ତ ଯୋଗ୍ୟ ବିଦ୍ୟାଳୟଗୁଡିକ ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ୍ (http://164.100.141.211/pvtweb/Pages/index.aspx) ପରିଦର୍ଶନ କରିବା ଆବଶ୍ୟକ ଏବଂ ପୋର୍ଟାଲରେ ପଚରାଯାଇଥିବା ସମସ୍ତ ଆବଶ୍ୟକୀୟ ସୂଚନା ଅପଡେଟ୍ କରିବା ଆବଶ୍ୟକ
  • www.rteparadarshi.odisha.gov.in ୱେବସାଇଟ କୁ ଯାଆନ୍ତୁ
  • ୱେବ୍ସାଇଟ ଖୋଲି ଗଲେ, ପଞ୍ଜିକରଣ କୂ କ୍ଲିକ୍ କରନ୍ତୁ, ତା ପରେ ସ୍କୁଲ ପଞ୍ଜିକରଣ କୁ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ ଫର୍ମ ଖୋଲି ଗଲେ, ବିବରଣୀ ସାବଧାନୀ ସହ ପୁର୍ଣ କରନ୍ତୁ
  • ସମସ୍ତ ବିବରଣୀ ଭର୍ତି କରନ୍ତୁ. ଭର୍ତି କରିବା ପରେ, "ସେଭ ଆଣ୍ଡ ନେକ୍ସଟ" ବଟନ କ୍ଲିକ କରନ୍ତୁ
  • ସମସ୍ତ ବିବରଣୀ ଭର୍ତି କରିବା ପରେ, "ସର୍ବମିଟ" ବଟନ କ୍ଲିକ କରନ୍ତୁ
  • ପ୍ରାରମ୍ଭିକ କ୍ଲାସ / ଶ୍ରେଣୀ ରେ, ପ୍ରି-ପ୍ରାଇମେରୀ କିମ୍ବା Std .1 ସେଲେକ୍ଟ କରନ୍ତୁ (ସ୍କୁଲ ଯୋଉ ଶ୍ରେଣୀ ହିସାବ ରେ ମାନ୍ୟତା ପ୍ରାପ୍ତି କରିଛି)
  • address ପେଜ ରେ ପ୍ରାତମେ ଆପଣଙ୍କ ସ୍କୁଲ ର ଅଂଚଳ ସେଲେକ୍ଟ କରନ୍ତୁ: ସହରୀ / ଗ୍ରାମୀଣ କ୍ଷେତ୍ର. ତା ହିସାବ ରେ ୱାର୍ଡ / ପଂଚାୟତ ପୁର୍ଣ କରନ୍ତୁ
  • ଟୋଟାଲ ସାତ ଭର୍ତି କରିବା ବେଳେ, ପ୍ରାରମ୍ଭିକ କ୍ଲାସ ର ଟୋଟାଲ ସାତ ପୁର୍ଣ କରନ୍ତୁ. 25 ପ୍ରତିଶତ ଟୋଟାଲ ସିଟ ହିସାବ ରେ ସେ ଗଣନା ନିଜେ ହେଇଯିବ
  • ପଞ୍ଜିକରଣ ପାଶ୍ଚାତ, ଆପଣ ଗୋଟେ ପାସ୍ୱାର୍ଡ ପାଇବେ ନିଜ ମୋବାଇଲ ଏବଂ email ଦ୍ୱାରା . ଏହି ପାସ୍ୱାର୍ଡ ଦ୍ୱାରା ଆପଣ ପୋର୍ଟାଲ ରେ login କରିପାରିବେ
  • ସଂଲଗ୍ନ କ୍ଷେତ୍ର ରେ ବିବରଣୀ ଭରିବା ଆବଶ୍ୟକ ଅଟେ